‘ମୋ ସ୍କୁଲ’ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାର ‘ମୋ ସ୍କୁଲ୍‌ ଅଭିଯାନ’ ଅନ୍ତର୍ଗତ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ…

କରୋନା ଅପଡେଟ୍: ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି, ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ ମାମଲା

ନୂଆଦିଲ୍ଲୀ:ଭାରତରେ ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ କରୋନା ମାମଲା ରୁଜୁ ହୋଇଛି । ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି ହୋଇଛି । କରୋନା ଯୋଗୁଁ ଆଉ ୧୮ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ କୋଭିଡ୍ ରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୫୨୫ ରେ ପହଞ୍ଚିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ସମୁଦାୟ…

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି

ଭୁବନେଶ୍ୱର - ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ଆଜି ୧୦ଟାରେ ବିଧାନସଭା କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨ ଜୁନ୍‌ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ‌। ଜୁନ ୬ ଜୁନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ।…

ମଙ୍କିପକ୍ସ: ଲକ୍ଷଣ ଥିବା ରୋଗୀଙ୍କୁ ଅଲଗା ରଖିବାକୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶରେ ମଙ୍କିପକ୍ସ ମାମଲା ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସତର୍କ ହୋଇପଡିଛି। ଏହି ରୋଗର ଲକ୍ଷଣ ଥିବା ରୋଗୀଙ୍କ ଉପରେ ନଜର ରଖିବା ପାଇଁ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ଏହିପରି…