ନ୍ୟାୟପାଳିକା କେବଳ ସମ୍ବିଧାନକୁ ଉତ୍ତରଦାୟୀ ରହିବ, କୌଣସି ରାଜନୈତିକ ଦଳକୁ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଶାସକ ଓ ବିରୋଧୀ ଦଳର ଚାପ ଓ ଆରୋପ ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ…