କୁତୁବ୍ ମୀନାରରେ ହିନ୍ଦୁ, ଜୈନ ମନ୍ଦିରର ପୁନରୁଦ୍ଧାର ଆବେଦନକୁ ଏଏସ୍ଆଇର ବିରୋଧ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) କୁତୁବ୍ ମୀନାରରେ ପୂଜାପାଠ କରିବା ପାଇଁ ହିନ୍ଦୁ ସଂଗଠନଙ୍କ ତରଫରୁ ହୋଇଥିବା ଆବେଦନକୁ ବିରୋଧ କରିଛି। ସାକେତ୍ କୋର୍ଟରେ ଦାଖଲ କରିଥିବା ଜବାବରେ ଏଏସଆଇ କହିଛି ଯେ କୁତୁବ୍ ମୀନାରର ପରିଚୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ।…