ମହାବାହୁଙ୍କ ଅନନ୍ୟ କଳାକୃତି କରିଛନ୍ତି ମନିଷା ଓ ଲକ୍ଷ୍ମୀନାରାୟଣ, ଆଇଟିଆଇରେ ଗଡ଼ିବ ସ୍କ୍ରାପ୍ ରଥ

ବ୍ରହ୍ମପୁର: ଠାକୁରଙ୍କୁ ଭକ୍ତି ଓ ଆଦର... କାହା ମନରେ କେମିତି। ଆଉ ଯେତେବେଳେ ବଡ଼ ଠାକୁରଙ୍କ କଥା ଉଠେ, ସେତେବେଳେ ତ ସାରା ଜଗତ ନିଜସ୍ବ ଭାବରେ ଭକ୍ତିର ତଲ୍ଲୀନ ହୋଇଉଠେ। ଏଇ ଯେମିତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ସୋରଡ଼ା ଅଞ୍ଚଳର ଦୁଇ ଯୁବ ପ୍ରତିଭା ଜଗାକାଳିଆଙ୍କୁ ନିଜ ରଙ୍ଗରେ…

ଶ୍ରୀଜିଉଙ୍କ ଘୋଷଯାତ୍ରା ଆରମ୍ଭ

ପୁରୀ -ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ…

ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ ପବିତ୍ର ରଥଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ…