ହୀରାକୁଦରେ ଉଚ୍ଚ କ୍ଷମତା ସଂପନ୍ନ ସବଷ୍ଟେସନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: " ମୁଁ ଚାହେଁ, ମୋ ରାଜ୍ୟବାସୀଙ୍କୁ ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ସେବା ମିଳୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚେଷ୍ଟା ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଓଡିଶାକୁ ଆଉ ପାଦେ ଆଗକୁ ନେଇଛି | ଓଡିଶା ପାଇଁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗେଇବା ନିମନ୍ତେ 450 କୋଟି ବ୍ୟୟରେ…