କାର୍ଯ୍ୟରେ ଅବହେଳା ଅଭିଯୋଗ: ବରପାଲି ଏନଏସି ଯନ୍ତ୍ରୀ ନିଲମ୍ବିତ, ଇଓଙ୍କ ବଦଳି

ବରଗଡ଼ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଡ଼ିଶା ରାଜ୍ୟ ପୂର୍ଣ୍ଣ ଓ ନଗର ଉନ୍ନୟନ ବିଭାଗର ମ୍ୟୁନସିପାଲ ଏଡ଼ମିନିଷ୍ଟ୍ରେସନ ନିର୍ଦ୍ଦେଶକ ବରପାଲି ଏନଏସିର ଦୁଇଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ବଦଳି…

ଜ୍ଞାନବାପି ଶିବଲିଙ୍ଗ ଉପରେ ବିବାଦୀୟ ପୋଷ୍ଟ ପାଇଁ ଗିରଫ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ଉପରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜର ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀ ପୋଲିସ୍ ରତନ ଲାଲଙ୍କୁ ଆଜି ତିସ୍ ହାଜାରି କୋର୍ଟରେ ହାଜର…

ଜାମ୍ମୁ: ସୁଡ଼ଙ୍ଗ ଭୁଶୁଡ଼ିଥିବା ସ୍ଥଳରୁ ୪ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ

ଜାମ୍ମୁ: ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଏକ ଅଂଶ ଗୁରୁବାର ରାତିରେ ଭୁଶୁଡି ପଡିଥିଲା । ଘଟଣା ପରଠାରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୪ ଟି ମୃତଦେହ ଉଦ୍ଧାର…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ବର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧…