ଇତିହାସ ରଚିଲେ ନିଖତ୍ ଜରିନ୍, ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଭାରତର ନିଖତ୍ ଜରିନ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି | ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପର ୫୨ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଥାଇଲ୍ୟାଣ୍ଡର ଜିତପଙ୍ଗ ଜୁଟାମାଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ…