ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ଇଡିର ପୁଣି ସମନ

ନୂଆଦିଲ୍ଲୀ: 'ନ୍ୟାସନାଲ ହେରାଲ୍ଡ' ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦ୍ବିତୀୟ ଥର ସମନ ଜାରି କରିଛି। ତାଙ୍କୁ ଜୁନ୍ ୨୩ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ସୋନିଆଙ୍କୁ ପ୍ରଥମେ ଜୁନ ୮ରେ ହାଜର…