ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ମସ୍କ

ନ୍ୟୁୟର୍କ: ତାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗକୁ ଟେସଲା ମୁଖ୍ୟ ଏଲନ୍ ମସ୍କ ଖଣ୍ଡନ କରିଛନ୍ତି । ମସ୍କଙ୍କ କମ୍ପାନୀ 'ସ୍ପେସ୍ ଏକ୍ସ'ର ହିଁ ଜଣେ ବିମାନ ପରିଚାରିକା ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ। ବିମାନ ପରିଚାରିକା ଜଣକ ଅଭିଯୋଗ କରିଥିଲେ ଯେ ୨୦୧୬ରେ ସେ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଟକ ଚଣ୍ଡୀ ରୋଡ ଶେଖବଜାର ପୂଜା କମିଟି

କଟକ - ମା’ କଟକ ଚଣ୍ଡୀଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଥିବାରୁ କଟକ ଚଣ୍ଡୀ ରୋଡ୍ ଶେଖବଜାର ପୂଜା କମିଟି ପକ୍ଷରୁ ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ପ୍ରକଳ୍ପର ଶୁଭକାମନା କରି ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ…

ସିଏନଜି ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ: କ୍ରମାଗତ ମହଙ୍ଗା ମାଡ଼ର ଶିକାର ହେଉଥିବା ସାଧାରଣ ଲୋକଙ୍କ 'ଅଚ୍ଛେ ଦିନ୍'ର ସ୍ୱପ୍ନ, ସ୍ବପ୍ନରେ ହିଁ ରହିଯାଇଥିବା ପରି ମନେ ହେଉଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ସିଏନଜି ଦର ପୁଣି ବଢ଼ିଛି | ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି | ଛ' ଦିନ…