ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଟକ ଚଣ୍ଡୀ ରୋଡ ଶେଖବଜାର ପୂଜା କମିଟି

କଟକ - ମା’ କଟକ ଚଣ୍ଡୀଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଥିବାରୁ କଟକ ଚଣ୍ଡୀ ରୋଡ୍ ଶେଖବଜାର ପୂଜା କମିଟି ପକ୍ଷରୁ ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ପ୍ରକଳ୍ପର ଶୁଭକାମନା କରି ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ…

ସିଏନଜି ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ: କ୍ରମାଗତ ମହଙ୍ଗା ମାଡ଼ର ଶିକାର ହେଉଥିବା ସାଧାରଣ ଲୋକଙ୍କ 'ଅଚ୍ଛେ ଦିନ୍'ର ସ୍ୱପ୍ନ, ସ୍ବପ୍ନରେ ହିଁ ରହିଯାଇଥିବା ପରି ମନେ ହେଉଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ସିଏନଜି ଦର ପୁଣି ବଢ଼ିଛି | ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି | ଛ' ଦିନ…

ସାଂସ୍କୃତିକ ବିବିଧତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ହେଉଛି ଆପୋଷ ଆଲୋଚନା ଓ ବିକାଶ ପାଇଁ ସାଂସ୍କୃତିକ ବିବିଧତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ବିବିଧ ସଂସ୍କୃତି ଓ ପରମ୍ପରା କୁ ସ୍ବୀକୃତି ଦେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ ବିବିଧତା ସହ…