ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଟକ ଚଣ୍ଡୀ ରୋଡ ଶେଖବଜାର ପୂଜା କମିଟି
କଟକ - ମା’ କଟକ ଚଣ୍ଡୀଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଥିବାରୁ କଟକ ଚଣ୍ଡୀ ରୋଡ୍ ଶେଖବଜାର ପୂଜା କମିଟି ପକ୍ଷରୁ ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ପ୍ରକଳ୍ପର ଶୁଭକାମନା କରି ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ…