କରୋନା ଅପଡେଟ୍: ଦୁଇ ହଜାର ତଳକୁ ଖସିଲା ଦୈନିକ ମାମଲା
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୬୭୫ ନୂଆ ମାମଲା ରିପୋର୍ଟ ହୋଇଛି। ଏହା ପରେ କରୋନା ମାମଲାର ମୋଟ ସଂଖ୍ୟା ୪,୩୧,୪୦,୦୬୮ ରେ ପହଞ୍ଚିଛି । ଗତକାଲି ତୁଳନାରେ ଦୈନିକ ମାମଲାରେ ୧୭ ପ୍ରତିଶତ ହ୍ରାସ ଘଟିଛି। ଗତକାଲି ୨୦୨୨ ମାମଲା ରୁଜୁ…