ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ: ବଢ଼ୁଛି ଋଣବୋଝ, ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରି ପାକିସ୍ତାନ ମଧ୍ୟ ଦେବାଳିଆ ଆଡ଼କୁ ଗତି କରୁଛି। ପାକିସ୍ତାନ ଉପରେ ଋଣ ବୋଝ ବଢୁଥିବା ବେଳେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ଡିସେମ୍ବର ୨୦୧୭ରେ ପାକିସ୍ତାନ ସରକାର ଏକ ବିଲିୟନ ଡଲାର ପାକିସ୍ତାନ ସୁକୁକ୍ ବଣ୍ଡ୍ ବିକ୍ରି କରିଥିଲେ, ଯାହା ଉପରେ…