ଜ୍ଞାନବାପି ମସଜିଦ ବିବାଦ: ମେ ୨୬ରେ ପରବର୍ତ୍ତୀ ଶୁଣାଣି, ପ୍ରଥମେ ମସଜିଦ କମିଟି ପିଟିସନର ଶୁଣାଣି କରିବେ କୋର୍ଟ

ବାରାଣସୀ: ମଙ୍ଗଳବାର ବାରାଣାସୀ ଜିଲ୍ଲା କୋର୍ଟରେ ଜ୍ଞାନବାପି ମସଜିଦ-ଶୃଙ୍ଗର ଗୌରୀ ବିବାଦର ଶୁଣାଣି ହୋଇଛି। ଜିଲ୍ଲା ଜଜ୍ ଅଜୟ କୁମାର ବିଶ୍ୱେଶ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୨୬କୁ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ ମେ ୨୬ରେ ପ୍ରଥମେ ମସଜିଦ କମିଟି…