ଭାରତରେ କରୋନା ଯୋଗୁଁ ୪୭ ଲକ୍ଷରୁ ଅଧିକ ମୃତ୍ୟୁ, ଡବ୍ଲୁଏଚ୍ଓ ପରେ ଇପିଡବ୍ଲୁ ରିପୋର୍ଟରେ ଦାବି

ନୂଆଦିଲ୍ଲୀ: କରୋନା ଯୋଗୁଁ ଭାରତରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ସେନେଇ ପୁଣି ବିତର୍କ ଆରମ୍ଭ ହୋଇଛି । ସରକାରୀ ରେକର୍ଡରେ କୋଭିଡ୍ ମୃତ୍ୟୁ ପାଞ୍ଚ ଲକ୍ଷ ବୋଲି କୁହାଯାଇଛି | କିନ୍ତୁ ସରକାରଙ୍କ ଏହି ତଥ୍ୟ ଉପରେ ଅନେକ ସମୟରେ ପ୍ରଶ୍ନ ଉଠିଛି | ବିଶେଷଜ୍ଞ କହିଆସୁଛନ୍ତି ଯେ…

ଜଗନ୍ନାଥ ସଂସ୍କୃତି ପ୍ରସାର କ୍ଷେତ୍ରରେ ଭଜନ ସମ୍ରାଟଙ୍କ ଅବଦାନ ଅତୁଳନୀୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ଜୟନ୍ତୀ । ଏହି ଅବସରରେ ଭଜନ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଜନ, ଜଣାଣ ଏବଂ ଚଉପଦୀ, ଛାନ୍ଦ, ଚମ୍ପୂ ଆଦି ଗାନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ତାଙ୍କ…

ପର୍ଯ୍ୟଟନ ବସ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର - ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣା ନେଇ ଦୁଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ସେ ଦୁଃଖିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ…