ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ଇଡିର ଚଢ଼ାଉ

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଚଢ଼ଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା। ଏହା ପରେ ପୁଣେ ଏବଂ ମୁମ୍ବାଇରେ ରେଡ୍ ଚାଲିଛି | ଅନିଲ ପରବଙ୍କ ବିରୋଧରେ…

ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଡବ୍ଲଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ

ଭୁବନେଶ୍ବର - ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ର ସମୀକ୍ଷା କରିଛନ୍ତି । ଏହା ସହ ସେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ନେଇ ହେଉଥିବା କାର୍ଯ୍ୟର…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର - ଓଡ଼ିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ୧୦ଟାରେ ବିଧାନସଭା କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପନିର୍ବାଚନ ପାଇଁ ୨ ଜୁନ୍‌ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ‌। ଜୁନ ୬ ଜୁନ…

ପାକିସ୍ତାନ: ଇମ୍ରାନ ଖାନଙ୍କ ରାଲି ବେଳେ ବ୍ୟାପକ ହିଂସା, ଇସଲାମାବାଦରେ ସେନା ମୁତୟନ

ଇସଲାମାବାଦ: କ୍ଷମତା ପରିବର୍ତ୍ତନ ପରେ ପାକିସ୍ତାନରେ ସ୍ଥିତି ସୁଧାରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ନିର୍ବାଚନ କରିବା ଦାବିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦଳ ପାକିସ୍ତାନ-ତେହରିକ -ଏ-ଇନସାଫ୍ (ପିଟିଆଇ) ସମର୍ଥକଙ୍କ ସହ ଇସଲାମାବାଦରେ ଏକ ବିଶାଳ 'ଆଜାଦୀ' ରାଲି…

କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ ।ଭବାନୀପାଟଣାରେ ରାସ୍ତା ନିର୍ମାଣରେ ନିୟୋଜିତ ଗାଡିକୁ ପୋଡ଼ିଦେଇଛନ୍ତି ମାଓବାଦୀ । ୩ଟି ଟ୍ରାକ୍ଟର, ୨ଟି ଟିପ୍ପର ଓ ଗୋଟିଏ ଜେସିବିକୁ ଜାଳିଦେଇଛନ୍ତି ମାଓବାଦୀ । ରାସ୍ତା କାମରେ ଅନିୟମତତା ଅଭିଯୋଗ କରି ମାଓବାଦୀ ସଂଗଠନ ଏଭଳି…