ଏସସି, ଏସଟିଙ୍କ ପାଇଁ ନବୀନ ସରକାରଙ୍କ ପଦକ୍ଷେପ ଅନୁଧ୍ୟାନ ସକାଶେ ଓଡ଼ିଶା ଆସିବେ ତେଲେଙ୍ଗାନାର ଆଦିବାସୀ କଲ୍ୟାଣ…

ଭୁବନେଶ୍ୱର : ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ୨୭ , ୨୮ ମଇ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବା ସର୍ବୋତ୍କୃଷ୍ଟ…