ରାଜ୍ୟରେ ପୁଣି ବଢ଼ିବ ତାତି, ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର - ରାଜ୍ୟରେ ପୁଣି ବଢିବ ତାତି । ଆସନ୍ତା ୩ ଦିନ ମଧ୍ୟରେ ବଢିବ ପାରଦ ‌। ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ବିଶେଷକରି ଉପକୂଳରେ ଅସହ୍ୟ ଗୁଳଗୁଳି ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରା ୪୦ ଡିଗ୍ରୀ ଉପରେ ରହିବ…