ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ଇଡିର ଚଢ଼ାଉ

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଅନିଲ ପରବଙ୍କ ୭ଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଚଢ଼ଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା। ଏହା ପରେ ପୁଣେ ଏବଂ ମୁମ୍ବାଇରେ ରେଡ୍ ଚାଲିଛି | ଅନିଲ ପରବଙ୍କ ବିରୋଧରେ…