Bus Fares Reduced in Odisha

Bhubaneswar: Bus fares have been decreased for various categories in Odisha following the decrease in fuel price. The ordinary bus fare has been reduced to 89 paise per KM from 92 paise and express bus fare to 93 paise per KM from 96…

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର - ରାଜ୍ୟରେ କମିଲା ବସ୍ ଭଡ଼ା । ତେଲ ଦର କମିବାରୁ ବସ୍ ଭଡ଼ା ହ୍ରାସ ପାଇଛି । ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୬ରୁ ୯୩ ପଇସାକୁ କମିଛି । ଡିଲକ୍ସ ବସ ଭଡା ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସା ହୋଇଛି । ଏସି ଡିଲକ୍ସ…