କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ ।ଭବାନୀପାଟଣାରେ ରାସ୍ତା ନିର୍ମାଣରେ ନିୟୋଜିତ ଗାଡିକୁ ପୋଡ଼ିଦେଇଛନ୍ତି ମାଓବାଦୀ । ୩ଟି ଟ୍ରାକ୍ଟର, ୨ଟି ଟିପ୍ପର ଓ ଗୋଟିଏ ଜେସିବିକୁ ଜାଳିଦେଇଛନ୍ତି ମାଓବାଦୀ । ରାସ୍ତା କାମରେ ଅନିୟମତତା ଅଭିଯୋଗ କରି ମାଓବାଦୀ ସଂଗଠନ ଏଭଳି…

‘ମୋ ସ୍କୁଲ’ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାର ‘ମୋ ସ୍କୁଲ୍‌ ଅଭିଯାନ’ ଅନ୍ତର୍ଗତ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ…

କରୋନା ଅପଡେଟ୍: ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି, ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ ମାମଲା

ନୂଆଦିଲ୍ଲୀ:ଭାରତରେ ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ କରୋନା ମାମଲା ରୁଜୁ ହୋଇଛି । ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି ହୋଇଛି । କରୋନା ଯୋଗୁଁ ଆଉ ୧୮ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ କୋଭିଡ୍ ରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୫୨୫ ରେ ପହଞ୍ଚିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ସମୁଦାୟ…