ଆଜିଠୁ ରାଜ୍ୟର ସବୁ ସ୍କୁଲ ୫ଦିନ ଛୁଟି

ଭୁବନେଶ୍ୱର - ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି l ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୫ ଦିନ ଛୁଟି ରହିବ । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଅଢ଼ଙ୍ଗଗଡ଼ ସୋମନାଥ ମନ୍ଦିର, ହୀରଣ୍ୟ ଗର୍ଭା ଏହି ଶିବଲିଙ୍ଗ

ବାଲିଆରୁ ଦକ୍ଷିଣ ଦିଗରେ ଯାଇ ବିଲୁଆଖାଇ ନଦୀ ସେତୁ ପାର୍ ହେଲାପରେ ପଡ଼ିବ ମଇଁନ୍ଦିପୁର ଗାଁ। ସେଠାରୁ ଅଳ୍ପଦୂର ଆଗକୁ ଗଲେ ପଡ଼ିବ ପୂରଣ ଗାଁ l ସେଇ ପୂରଣ ଗାଁର ବିଲ ମଝିରେ ରହିଛି ଏକ ପୁରୁଣା ସୋମନାଥ ମହାଦେବ ମନ୍ଦିର l ଏହି ମନ୍ଦିର ଓ ଜଗମୋହନଟି ପଞ୍ଚରଥ ପୀଢ଼ ଶୈଳୀରେ ନିର୍ମିତ। ମନ୍ଦିରଟି…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ବାତୁଲ ଭୂତ ବିବସ ମତବାରେ । ତେ ନହିଁ ବୋଲହିଂ ବଚନ ବିଚାରେ ॥ ଜିହ୍ନ କୃତ ମହାମୋହ ମଦ ପାନା । ତିହ୍ନ କର କହା କରିଅ ନହିଁ କାନା ॥ ଭାବାର୍ଥ :- ଯେଉମାନଙ୍କୁ ବାୟୁ ସମନ୍ଧିତ ରୋଗ - ସନ୍ନିପାତ, ଉନ୍ମାଦ ଆଦିରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁମାନେ ଭୁତ ପ୍ରେତର…

ଗୀତା ମାହାତ୍ମ୍ୟ: ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ। ହେ ଅର୍ଜ୍ଜୁନ ! ମନକୁ ବଶ କରିଥିବା ଯୋଗୀ ଏପରି ଭାବରେ ଆତ୍ମାକୁ ନିରନ୍ତର…