ବିବାହ କାର୍ଡରେ ‘କେଜିଏଫ୍-୨’ ଡାଏଲଗ୍ ଛପାଇଲେ ୟଶ୍ ପ୍ରଶଂସକ

ନୂଆଦିଲ୍ଲୀ: ଏବେ ଚାରି ଆଡ଼େ କନ୍ନଡ଼ ସୁପରଷ୍ଟାର ୟଶ୍ ଅଭିନୀତ 'କେଜିଏଫ୍-୨' ର ଚହଳ । ରିଲିଜ ହେବା ପରଠୁ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ଲୋକେ ଏହି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି । ସତ କହିବାକୁ ଗଲେ, ରକି ଭାଇ (ୟଶ୍) କେବଳ ବକ୍ସ ଅଫିସରେ ରାଜ୍ କରୁନାହାନ୍ତି…