ଖରା ଯୋଗୁଁ ୫ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର- ଆସନ୍ତାକାଲିଠାରୁ ରାଜ୍ୟରେ ୫ ଦିନ ପାଇଁ ଛୁଟି ରହିବ ସ୍କୁଲ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି…