ରାଜ୍ୟପାଳଙ୍କ ପକ୍ଷ ଛେଦନ: ତାମିଲନାଡୁରେ ଏଣିକି ରାଜ୍ୟ ସରକାର କରିବେ କୁଳପତିଙ୍କ ନିଯୁକ୍ତି

ଚେନ୍ନାଇ: ତାମିଲନାଡୁରେ ରାଜ୍ୟପାଳ ବଦଳରେ ଏଣିକି ରାଜ୍ୟ ସରକାର କୁଳପତି ମାନଙ୍କୁ ନିଯୁକ୍ତ କରିବେ । ଏ ସମ୍ବନ୍ଧରେ ଏକ ବିଲ୍ ସୋମବାର ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି। ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରିବା ପାଇଁ ଏହା ତାମିଲନାଡୁର ସରକାରଙ୍କ ଏକ ପଦକ୍ଷେପ ଭାବରେ ବିବେଚନା…