ଭିଜିଲାନ୍ସ ଜାଲରେ ଜିଆରଏସ

ଭୁବନେଶ୍ୱର - ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ଜିଆରଏସ ବାବୁଲି ପଢ଼ିହାରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ରଘୁନାଥପୁରସ୍ଥିତ ପୈତୃକ ଘର ଓ…

ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜିଠୁ ୨ ଦିନିଆ ଅର୍ବାନ ଗର୍ଭନାନ୍ସ ଆଣ୍ଡ ଇନିସିଏଟିଭ ଶୀର୍ଷକ କର୍ମଶାଳା ଆରମ୍ଭ ହେଉଛି । ଲୋକସେବା ଭବନରେ କର୍ମଶାଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବା ସହ ଶାସନର କଳା ଶିଖାଇବେ ମୁଖ୍ୟମନ୍ତ୍ରୀ ।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ - ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା…

ଆଜିଠାରୁ ଆହୁରି ବଢିବ ତାତି, ଅଭ୍ୟନ୍ତର ପାଇଁ ସତର୍କତା ଜାରି

ଭୁବନେଶ୍ବର - କିଛି ଦିନ ପରେ ପୁଣି ରାଜ୍ୟର ଉତ୍ତପ୍ତ ସହର ହୋଇଛି ସୋନପୁର । ଗତକାଲି ସେଠାରେ ୪୩.୮ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଦ୍ବିତୀୟ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ବର। ରାଜଧାନୀର ଦିନ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରି ୪୩.୩ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଜିହ୍ନ କେଂ ଅଗୁନ ନ ସଗୁନ ବିବେକା । ଜଳ୍ପହିଂ କଳ୍ପିତ ବଚନ ଅନେକା ॥ ହରିମାୟା ବସ ଜଗତ ଭ୍ରମାହୀଂ । ତିହ୍ନହି କହତ କଛୁ ଅଘଟିତ ନାହିଁ । ଭାବାର୍ଥ :- ଯେଉଁମାନଙ୍କୁ ନିର୍ଗୁଣ ସଗୁଣ ର ଭେଦର ବିବେକ ନଥାଏ, ଯେଉଁମାନେ ନିଜ ମନରୁ ଗୁଡାଏ କାଳ୍ପନିକ କଥା କୁହନ୍ତି,…

ଗୀତା ମାହାତ୍ମ୍ୟ: ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ । ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଯୁଞ୍ଜନେଵଂ ସଦାତ୍ମାନଂ ଯୋଗୀ ନିୟତ ମାନସ । ଶାନ୍ତିମ ନିର୍ବାଣପରମାଂ ମତସଂସ୍ଥାମଧିଗଛତି।। ହେ ଅର୍ଜ୍ଜୁନ ! ମନକୁ ବଶ…