ହନୁମାନ ଚାଳିଶା ବିବାଦ: ଜେଲ୍ ଗଲେ ସାଂସଦ ନବନୀତ୍ ରାଣା ଓ ସ୍ୱାମୀ ରବି ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପଢ଼ିବାକୁ ଧମକ ଦେଇ ଗିରଫ ହୋଇଥିବା ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଝଟକା ଲାଗିଛି । ନବନୀତ୍ ଓ ତାଙ୍କ ସ୍ବାମୀଙ୍କୁ ବାନ୍ଦ୍ରା କୋର୍ଟ ୧୪ ଦିନ ପାଇଁ…