ଦିଲ୍ଲୀକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିବାରେ ଅମିତ ଶାହା ବିଫଳ ହୋଇଛନ୍ତି: ଶରଦ ପାୱାର

ନୂଆଦିଲ୍ଲୀ: ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଏନସିପି ସଭାପତି ଶରଦ ପାୱାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି ଯେ ଶାହା ଦିଲ୍ଲୀକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ପଶ୍ଚିମ ମହାରାଷ୍ଟ୍ରର କୋଲହାପୁରରେ ଏକ…

ବରଗଡ଼-ହଲଦୀପାଲି ଛକରେ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼ : ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କ ମଧ୍ୟରୁ…

ତୀର୍ଥ ଯାତ୍ରୀ ବସ୍ ଓଲଟିଲା, ୨୫ରୁ ଅଧିକ ଆହତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ରାଜପଥରେ ପୁରୀରୁ ତାମିଲନାଡୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଶନିବାର ମଧ୍ୟରାତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁଋତର ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।…