ୟୁକ୍ରେନ ପ୍ରସଙ୍ଗ ଓ ଦିଲ୍ଲୀ ଦଙ୍ଗାର କଭରେଜ୍ ନେଇ ନ୍ୟୁଜ୍ ଚ୍ୟାନେଲଙ୍କୁ ସରକାରଙ୍କ ତାଗିଦ୍

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ବିବାଦ ଏବଂ ଦିଲ୍ଲୀ ଦଙ୍ଗାର ଟେଲିଭିଜନ କଭରେଜ୍ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବାବଦରେ ସରକାର ଶନିବାର ଚ୍ୟାନେଲଗୁଡିକୁ ଖବର ପ୍ରସାରଣ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ଏକ କଡ଼ା ଆଡଭାଇଜରି ଜାରି କରିଛନ୍ତି । ୟୁକ୍ରେନ-ରୁଷ ବିବାଦର ରିପୋର୍ଟିଂ…

ରତ୍ନପଥର ଖଣିରେ ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଟିଟିଲାଗଡ ଓ ମୁରିବାହାଲ ବ୍ଲକ ର ସୀମାନ୍ତ ବର୍ତ୍ତି ଗୁଲମୀ ଜଙ୍ଗଲରେ ଥିବା ରତ୍ନ ପଥର ଖଣିରେ ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଥାନା ଆଗରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ଜିଲ୍ଲା କନ୍ଧସମାଜ ପକ୍ଷରୁ ରାୟପୁର-ବୋରିଗୁମ୍ମା ରାଜପଥ…

ଡମ୍ପରକୁ ପଛପଟରୁ ଧକ୍କା ଦେଇ ବାଇକ ଦୁର୍ଘଟଣାଗ୍ରସ୍ତ, ପ୍ରଧାନ ଶିକ୍ଷକ ମୃତ

ନୂଆପଡା: ବୋଡେନ ବ୍ଲକ ଅଁଲାଭଟା ଗାଁର ସରକାରୀ ଶିକ୍ଷକ ଦୁର୍ବଳ ସୁନାନୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିନପୁର ଗାଁର ମୃତକ ଦୁର୍ବଳ ସୁନାନୀ ଅଂଲାଭଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିଥିଲେ। ସେ ମୋଟର ସାଇକେଲ ଯୋଗେ ବିନପୁରରୁ ତରବୋଡ ନବୋଦୟ ସ୍କୁଲକୁ ତାଙ୍କ ପୁଅକୁ…