ପାକିସ୍ତାନକୁ ପାଠ ପଢ଼ିବାକୁ ଗଲେ ଭାରତରେ ମିଳିବନି ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗ ; ୟୁଜିସି, ଏଆଇସିଟିଇ ଜାରି କଲେ…

ନୂଆଦିଲ୍ଲୀ: ଏଣିକି ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କୁ ଭାରତରେ ନିଯୁକ୍ତି ସୁଯୋଗ ଦିଆଯିବ ନାହିଁ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଜାରି ଏକ‌ ବିଜ୍ଞପ୍ତିରେ ଏହା କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ,…