ଡେବ୍ରିଗଡ଼ରୁ ଉଚ୍ଛେଦ ପରେ ବଦଳିଲା ୪ ଗ୍ରାମବାସୀଙ୍କ ଭାଗ୍ୟ- ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର: ଦୀର୍ଘ 7 ଦଶନ୍ଧି ଧରି ଡେବ୍ରିଗଡ ଅଭୟାରଣ୍ୟ ଭିତରେ ବିକାଶରୁ ବହୁ ଦୂରରେ ରହି ଆସିଥିଲେ। ନାଁ ଗାଁକୁ ଥିଲା ସବୁ ଦିନିଆଁ ରାସ୍ତା ଟିଏ, ନାଁ ପହଞ୍ଚିପାରୁଥିଲା ବିଜୁଳି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ପ୍ରତି ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ଏମାନେ। ହେଲେ ବର୍ତ୍ତମାନ…

ଆସନ୍ତା ୨୯ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଯାଇପାରିବେ ଭକ୍ତ

ପୁରୀ - ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ। ସିଂହଦ୍ୱାର ଆଗରେ ଲଗାଯାଇଥିବା ସମସ୍ତ ଅସ୍ଥାୟୀ ସେଡ୍ ଖୋଲାଯାଇ ପଶ୍ଚିମଦ୍ୱାର ବାହାରେ ଲଗାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ…

ରତ୍ନପଥର ଖୋଳୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ

ବଲାଙ୍ଗିର - ଟିଟିଲାଗଡ଼ ଗୁଲମୀ ଗାଁ ନିକଟରେ ରତ୍ନପଥର ଖଣି ଖୋଳୁଥିବା ବେଳେ ଶ୍ବାସ ରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଜଇତାରା ନୂଆପଡ଼ାର ଉଜ୍ଜଳ ଭୋଇ ଏବଂ ଦଶରଥ ଭୋଇ । ୫୦ ଫୁଟ୍‌ ତଳେ ଗାତ ଖୋଲୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି…