ରୋଗୀଙ୍କ ପାଇଁ ଗଡ଼ିଲା ଇ ରିକ୍ସା, ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ସେବା: ଜିଲ୍ଲାପାଳ 

ବରଗଡ଼: ଖେଦାପାଲି ଟୁକୁରଲାକୁ ଗଡ଼ିଲା ଇ ରିକ୍ସା । ସହର ଠାରୁ ୭କିଲୋମିଟର ଦୂରରେ ରହିଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗଲା ରିକ୍ସା । ପେଟ୍ରୋଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୫ ଗୋଟି ଇ ରିକ୍ସାର ଉଦଘାଟନ କରାଯାଇଛି। ଜନସାଧାରଣଙ୍କୁ ସୁଲଭ…