ରାଜ୍ୟରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର - ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର…

ଦକ୍ଷତା ବିକାଶ ବିଭାଗ ଅଧ୍ୟକ୍ଷଙ୍କ ନୂଆପଡ଼ା ଜିଲ୍ଲାଗସ୍ତ

ନୂଆପଡା: ଓଡିଶା ଦକ୍ଷତା ଓ ବିକାଶ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନୂଆପଡ଼ା ଗସ୍ତ କରିଥିଲେ । ସେ ଜିଲ୍ଲାର ଖଡ଼ିଆଳ ଠାରେ ଥିବା ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଓ ଆଇଟିଆଇକୁ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ…

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଦିଲ୍ଲୀରେ ୧୮-୬୦ ବର୍ଷର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାର କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀର ସମସ୍ତ ଲୋକ ମାଗଣାରେ ବୁଷ୍ଟର ଡୋଜ୍ ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନ୍ୟ ରାଜ୍ୟ ପରି ଦିଲ୍ଲୀରେ ମଧ୍ୟ ବୁଷ୍ଟର ଡୋଜ୍ କେବଳ ୬୦…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ - ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ପରିଚାଳନା କମିଟି ବୈଠକ ‌। ଏଥିରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗରେ ସମୀକ୍ଷା ହେବା ସହ ୨୦୨୨-୨୩ ଶ୍ରୀମନ୍ଦିର ବଜେଟ, ଗୁରୁକୂଳ ପ୍ରସଙ୍ଗ, ସେବାୟତ…