ପାରିବାରିକ କଳହକୁ କେନ୍ଦ୍ର କରି କଟୁରିରେ ଆକ୍ରମଣ ଜଣେ ମୃତ, ଦୁଇ ଗୁରୁତର

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ଘଟିଛି ଅତି ଜଘନ୍ୟ ହତ୍ୟାକାଣ୍ଡ । ପାରିବାରିକ କଳହ କାରଣରୁ ଘଟିଛି ହତ୍ୟା । ରୁହୁନିଆ ଗାଁର ଦେବ ସିନ୍ଧିରିଆ, ପୁଅ ରତନ ସିନ୍ଧିରିଆ ଓ ବହୁ ସୁକାନ୍ତି ସିନ୍ଧିରିଆଙ୍କୁ ପାରିବାରିକ କଳହକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ଅମିଲ…