ବାଂଲାଦେଶର ପୂର୍ବତନ ସ୍ପିନର ମୋଶାରଫ ହୋସେନଙ୍କ ୪୦ ବର୍ଷ ବୟସରେ ପରଲୋକ

ଢାକା: ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୋଶାରଫ ହୋସେନଙ୍କ ପରଲୋକ ହୋଇଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏହି ସୂଚନା ଦେଇଛି। ହୋସେନଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀଙ୍କ ବ୍ୟତୀତ ହୁସେନ୍‌ଙ୍କ ଗୋଟିଏ ସନ୍ତାନ ଅଛନ୍ତି। ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ…