ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସୀମାନ୍ତ ମୂଲ୍ୟ ଆଧାରିତ ଋଣ ହାର (ଏମସିଏଲଆର) କୁ ୧୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସବିଆଇର ଏହି ନିଷ୍ପତ୍ତି ପରେ ରଣ ମହଙ୍ଗା ହେବ । ଲୋକଙ୍କୁ ଏବେ ବିଭିନ୍ନ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ ।…

ପେପରଲେସ କାମ ପାଇଁ ଓଡ଼ିଶା ବିଧାନସଭା ନମ୍ବର ୧

ଭୁବନେଶ୍ବର - ପେପରଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଭଲ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ହୋଇଛି । ଏହିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…