ଜାହାଙ୍ଗିରପୁରୀ ହିଂସାକୁ ନେଇ ଦେଶ ବାହାରେ ବି ଚର୍ଚ୍ଚା, ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇଲେ କିମ୍ବଦନ୍ତୀ ଟେନିସ ଖେଳାଳି…

ନୂଆଦିଲ୍ଲୀ: ଦିଲ୍ଲୀର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ହିଂସାକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ମହାନ ମହିଳା ଟେନିସ୍ ଖେଳାଳି ମାର୍ଟିନା ନାଭ୍ରାତିଲୋଭାଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି | ୧୮ଟି ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଆଟଲ୍ ଜିତିଥିବା ମାର୍ଟିନା…