ଆଇପିଏଲ୍ ୨୦୨୨: ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପୁଣି ଦୁଇ କରୋନା ମାମଲା

ମୁମ୍ବାଇ: ଆଇପିଏଲର ୧୫ ତମ ସିଜନରେ ପୁଣି ଦୁଇ କରୋନା ମାମଲା ସାମ୍ନାକୁ ଆସିଛି । ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପାଟ୍ରିକ୍ ଫାରହାର୍ଟ କରୋନା ସଂକ୍ରମିତ ହୋଇଥିଲେ। ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ ଅନୁଯାୟୀ, ଏବେ ପୁଣି ଦଳର ଜଣେ ବିଦେଶୀ ଖେଳାଳିଙ୍କ ସହ ଜଣେ ସପୋର୍ଟ ଷ୍ଟାଫ୍ ପଜିଟିଭ…