ଇସ୍ରୋର ଯୁବ ବୈଜ୍ଞାନିକଙ୍କ ଅକାଳ ବିୟୋଗ

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିବା ବେଳେ ସାଙ୍ଗ ମାନଙ୍କ ସହ ଏକ…