ରୁଷର ଚେତାବନୀ ସତ୍ତ୍ୱେ ମାରିୟୁପୋଲରେ ଆତ୍ମସମର୍ପଣ କରିବାକୁ ମନାକଲା ୟୁକ୍ରେନ, କହିଲା ଶେଷ ପର୍ଯ୍ୟନ୍ତ ଲଢିବୁ

କିଭ:ସାତ ସପ୍ତାହ ଧରି ଘେରାବନ୍ଦୀ ପରେ ୟୁକ୍ରେନ ବନ୍ଦର ସହର ମାରିୟୁପୋଲ ଉପରେ ରୁଷୀୟ ସୈନ୍ୟବାହିନୀ କବଜା କରିନେଇଛନ୍ତି । କୃଷ୍ଣ ସାଗରରେ ରୁଷର ଏକ ପ୍ରମୁଖ ଯୁଦ୍ଧ ଜାହାଜ ୟୁକ୍ରେନ ଆକ୍ରମଣରେ ବୁଡିଯିବା ପରେ ରୁଷ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣକୁ ଜୋରଦାର କରିଛି । ରବିବାର ରୁଷର…

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ ଭୁବନେଶ୍ୱର: ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ…

ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ବିଜୁ ଶ୍ରାଦ୍ଧ ଦିବସ: ୮୦୧ ୟୁନିଟ୍ ରକ୍ତଦାନ, ସାମାଜିକ ସେବାର ବାର୍ତ୍ତା ପ୍ରଚାର

ଗୋପାଳପୁର: ପ୍ରବାଦ ପୁରୁଷଙ୍କ ସ୍ମୃତିଚାରଣ କରି ବିଜେଡି ପାଳିଛି ତାଙ୍କର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାରା ରାଜ୍ୟ ପରି ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ମଧ୍ୟ ସାମାଜିକ ସେବାର ବାର୍ତ୍ତା ପ୍ରଚାର କରିଛି। ଆୟୋଜିତ କରିଛି ରକ୍ତଦାନ ଶିବିର ଯେଉଁଥିରେ ବିପୁଳ ପରିମାଣର ଅର୍ଥାତ୍ ୮୦୧…