ଦେଶରେ ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ନିକଟରେ ଦେଶରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ତଥା ହେଟ୍ ସ୍ପିଚ୍ ଘଟଣା ନେଇ ବିରୋଧୀ ଦଳର ନେତାମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଶାନ୍ତି ଏବଂ ସଦଭାବ ରକ୍ଷା କରିବାକୁ ସେମାନେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀଦଳର ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ…