ଆଜି ଆସିବ ଗୋଟିଏ ଲୋକସଭା ଏବଂ ଚାରି ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଆଜି ଆସିବ । ଭୋଟ୍ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସୁଦ୍ଧା ଫଳ ସ୍ପଷ୍ଟ ହୋଇଯିବ । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ସହ ବାଲିଗଞ୍ଜ ବିଧାନସଭା ସିଟ୍ ଏବଂ…