ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ପାଖ ଏକ ନାଳରୁ ଜଣେ ଅଚିହ୍ନା ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।…

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ଚଳିତ ବର୍ଷ 'ସ୍ବାଭାବିକ' ମୌସୁମୀ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ୨୦୧୯, ୨୦୨୦ ଏବଂ ୨୦୨୧ ରେ ମଧ୍ୟ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା। ଆଇଏମଡି ଅନୁଯାୟୀ, ଦକ୍ଷିଣ- ପଶ୍ଚିମ ଚଳିତ ବର୍ଷର ହାରାହାରି ଅବଧି ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ୯୯…