ଜନପ୍ରତିନିଧିଙ୍କ ଆଜି ଚିଲିକା ଦର୍ଶନ

ଭୁବନେଶ୍ୱର - ଆଜି ଚିଲିକା ବୁଲିବେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ମାଆ କାଲିଜାଇଙ୍କ ଦର୍ଶନ ପରେ, ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ ଜନ ପ୍ରତିନିଧି । ସନ୍ଧ୍ୟାରେ ସେମାନେ ଭୁବନେଶ୍ବରକୁ ଫେରିବେ । ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲିକା…