କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ପାଇଁ ସରକାରଙ୍କ ଘୋଷଣାକୁ ସଂଘର ସ୍ୱାଗତ

ସମ୍ବଲପୁର: ଆଜି ରାଜ୍ଯ ସରକାର 7103 ବିଜ୍ଞପ୍ତି ଅନୁଯାୟୀ 2022 ମସିହା ପାଇଁ କେନ୍ଦୁପତ୍ର ତୋଳାଲି ମାନଙ୍କ ସକାସେ କେରୀ ପ୍ରତି 1.20 ପଇସା ରୁ 1.40 ପଇସା କୁ ବୃଦ୍ଧି ଅର୍ଥାତ୍ କେରୀ ପ୍ରତି 20 ପଇସା ବୃଦ୍ଧି, ଶତକଡା 50 ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ…