ମାଲିକ ମାନଙ୍କୁ ୧୧ଲକ୍ଷ ଟଙ୍କାର ମୋବାଇଲ ଫେରାଇଲା ବରଗଡ଼ ପୁଲିସ

ବରଗଡ଼: ବରଗଡ଼ ପୋଲିସକୁ ମିଳିଛି ବଡ ସଫଳତା । ଚୋରୀ କିମ୍ବା ହଜିଯାଇଥିବା ପ୍ରାୟ ୧୧ ଲକ୍ଷ ଟଙ୍କାର ମୋବାଇଲକୁ ଉଦ୍ଧାର କରି ସେମାନଙ୍କ ମାଲିକଙ୍କୁ ଫେରାଇ ବେଶ ପ୍ରସଂଶା ସାଉଁଟିଛି ପୋଲିସ । ସୂଚନା ମତେ କିଛିଦିନ ହେବ ବରଗଡ଼ ଜିଲ୍ଲାର ଥାନା ମାନଙ୍କରେ ବହୁ ମୋବାଇଲ ଚୋରୀର ଲିଖିତ ଅଭିଯୋଗ…

ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ ବିଜେଡିରେ ଯୋଗଦେଲେ

ଭୁବନେଶ୍ଵର: ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାୟଙ୍କ ଭଳି ଜଣେ ଯୁବ…

ପେନ୍‌ସନ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣି

କଟକ: ପେନ୍‌ସନ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ସାଆଁଳପୁର ଇନ୍ଦିରା ଗାନ୍ଧୀ ମେମୋରିଆଲ କଲେଜର କନିଷ୍ଠ କିରାଣୀ ତଥା ଭାରପ୍ରାପ୍ତ ସେକ୍ସନ ଅଫିସର୍ ପ୍ରଭାତ ନାୟକ ସେହି କଲେଜର…