ସମୁଦ୍ର ମଧ୍ୟରେ ଫସିଗଲେ ୧୧ ମତ୍ସ୍ୟଜୀବୀ, ଏୟାରଲିଫ୍ଟ କରାଗଲା, ମୁଖ୍ୟମନ୍ତ୍ରୀ ସାଜିଲେ ତ୍ରାଣକର୍ତ୍ତା

ବ୍ରହ୍ମପୁର: ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗରରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାର୍କଣ୍ଡି ଗ୍ରାମର ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀର ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି।…

ରାଜଦ୍ରୋହ ଆଇନ ପ୍ରସଙ୍ଗରେ କେନ୍ଦ୍ରର ୟୁଟର୍ଣ୍ଣ, ସମୀକ୍ଷା କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନ ପ୍ରସଙ୍ଗରେ ସରକାରଙ୍କ ୟୁ-ଟର୍ଣ୍ଣ । ରାଜଦ୍ରୋହ ଆଇନର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଦୁଇ ଦିନ ତଳେ ସରକାର ଏହି ଉପନିବେଶ ଅମଳର ଆଇନକୁ ସମର୍ଥନ କରିଥିଲେ ଏବଂ ଏହାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଗୁଡିକୁ ଖାରଜ…

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ ଅଧ୍ୟକ୍ଷଙ୍କୁ ନେଇ ଆୟୋଜିତ ହେଲା ନେତୃତ୍ଵ ବିକାଶ…

ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ : ସୁବ୍ରତ ବାଗ୍‌ଚୀ ଭୁବନେଶ୍ୱର: ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । କାରଣ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର…