ବଗିଚାରେ ଶୌଚ ହେବାକୁ ମନା କଲେ ବୋଲି ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ: ବୌଦ୍ଧ ଥାନା ଖମାରିପଡ଼ା ଗାଁରେ ଅଘଟଣ । ବଗିଚାରେ ଶୌଚ ହେବାକୁ ମନା କରିବାରୁ ବଗିଚା ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତକ ହେଲେ ଖମାରିପଡ଼ା ଗାଁର ଏକାଦଶୀ ନାଏକ । ହତ୍ୟାକାରୀ ନରେନ୍ଦ୍ର ପ୍ରଧାନ ଗିରଫ । ସୂଚନା ମତେ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ…

ଆସନ୍ତାକାଲି ବସିବ ଶାନ୍ତି ବୈଠକ

କେନ୍ଦୁଝର - ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସେଠାରେ ୧୪୪ ଧାରା ଆସନ୍ତାକାଲି ସକାଳ ୧୦ଟା ଯାଏ ବଳବତ୍ତର ରହିବ ।ଆସନ୍ତାକାଲି ସକାଳ ୧୦ଟା ୩୦ରେ ଶାନ୍ତି ବୈଠକ ବସିବ ବୋଲି ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସୂଚନା ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁରା କେନ୍ଦୁଝର…

ପିଏନବି ଠକେଇ: ନିରବ ମୋଦୀଙ୍କ ସହଯୋଗୀଙ୍କୁ ଇଜିପ୍ଟରୁ ଭାରତ ଅଣାଗଲା

ମୁମ୍ବାଇ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜଣେ ସହଯୋଗୀ ସୁଭାଷ ଶଙ୍କର ପରବଙ୍କୁ ଇଜିପ୍ଟରୁ ଭାରତ ଆଣିଛି । ନିରବ ମୋଦିଙ୍କ ୭,୦୦୦ କୋଟି ଟଙ୍କା ପିଏନବି ବ୍ୟାଙ୍କ ଠକେଇ ମାମଲାରେ ସୁଭାଷ ଶଙ୍କର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ସିବିଆଇ…