ସିପୋର ନିର୍ଦ୍ଦେଶକ ଏରିକ୍ ଟାନଙ୍କ ସହ ଓଏସଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ସିଙ୍ଗାପୁର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ସିଙ୍ଗାପୁର - ଭାରତ ସହଭାଗିତା କାର୍ଯ୍ୟାଳୟ ( ସିପୋ ) ତଥା ଇନଷ୍ଟିଟ୍ୟଟନାଲ ଡେଭେଲପମେଣ୍ଟର ନିର୍ଦ୍ଦେଶକ ଏରିକ୍ ଟାନଙ୍କ ସହ ଏକ ପ୍ରତିନିଧ୍ ଦଳ ଆଜି ଓଡିଶା ଦକ୍ଷତା ବିକାଶ ପ୍ରାଧ୍ଵକରଣ ( ଓଏସଡିଏ ) ର…