ଝାଡଖଣ୍ଡ: ରୋପୱେ ଟ୍ରଲି ମଧ୍ୟରେ ଧକ୍କା, ଜଣେ ମୃତ; ଫସି ରହିଛନ୍ତି ୪୮ ଲୋକ

ରାଞ୍ଚି: ଝାଡଖଣ୍ଡର ଦେଓଘରର ତ୍ରିକୁଟରେ ଏକ ଅଭାବନୀୟ ଘଟଣା କ୍ରମେ ଦୁଇଟି ରୋପୱେ ଟ୍ରଲି ମଧ୍ୟରେହିଁ ଧକ୍କା ହେବା ଫଳରେ ଅତି କମରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଅନ୍ୟ ୧୨ ଟି ରୋପୱେରେ ଚାଲୁଥିବା ଟ୍ରଲି ମଧ୍ୟ ଅଟକି ଯାଇଛି । ଏହି ୧୨ ରୋପଓ୍ବେରେ ବସିଥିବା ୪୮ ଜଣ ଲୋକ ଦୁର୍ଘଟଣାର…

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡିର ଜେରା

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଖଡଗେଙ୍କୁ ଜେରା କରୁଛି ଇଡି। ଏହି ମାମଲାରେ ଇଡି ତାଙ୍କୁ ସମନ ଜାରି କରିଥିଲା। ନ୍ୟାସନାଲ…